Cover

Prema Aprema

ଜଗଦୀଶ ମହାନ୍ତି

Unabridged 9789354835551
6 hours 44 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

ଜଗଦୀଶ ମହାନ୍ତି ଓଡ଼ିଆ କଥାସାହିତ୍ୟର ପରୀକ୍ଷାଗାରରେ ଜଣେ ନିଷ୍ଠାପର ବୈଜ୍ଞାନିକ। ନାନା ଖୋଳ୍‌ତାଡ୍‌, କସରତ୍‌, କାରିଗରୀରେ ଭରା ତାଙ୍କ ଗଳ୍ପର ଗମ୍ଭିରୀ ଘର। ବିଶେଷକରି ପ୍ରେମଗଳ୍ପ ରଚନାରେ ସେ ତାଙ୍କ ଅଦ୍ୱିତୀୟ ଅନୁଶୀଳନ ଓ ଶିଳ୍ପୀପ୍ରବଣତାର ପରିଚୟ ଦେଇଛନ୍ତି। 'ପ୍ରେମ ଅପ୍ରେମ' ବହିରେ ରହିଛି ଶ୍ରୀ ମହାନ୍ତିଙ୍କର କିଛି ପ୍ରତିନିଧିସ୍ଥାନୀୟ ପ୍ରେମଗଳ୍ପ, ଯାହା ପ୍ରେମଭୁକ୍ ପାଠକ ଓ ସାହିତ୍ୟପ୍ରେମୀଙ୍କୁ ପ୍ରେମମନସ୍କ କରିବାକୁ ବାଧ୍ୟ। ଏ ବହିର ସବୁଯାକ ଗଳ୍ପ ଆପଣଙ୍କୁ ଆଚ୍ଛନ୍ନ କରିରଖିବ - ଏଥିରେ ସନ୍ଦେହ ନାହିଁ।

Release date
10/16/2021

Storyside IN