Cover

Istarupa

ଯଶୋଧାରା ମିଶ୍ର

Unabridged 9789354835834
6 hours 13 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

'ରିକ୍‍ସା ଚାଲିଯାଉଯାଉ ଏଲି ଫେରି ଦେଖିଲା, ଅରୁଣା ଠିଆହୋଇଯାଇ ଅନେଇଥିଲା ତା ଯିବା ବାଟକୁ । ଏଲିର ମନେପଡ଼ିଗଲା ଅନେକ ବର୍ଷ ତଳର ଅରୁଣାକୁ । ଘଡ଼ିଘଡ଼ିକେ ରୂପ ବଦଳୁଥିବା ବାଦେଇ, କଳେହୀ, ଗେହ୍ଲେଇ, ସୁନ୍ଦରୀ ରୁନାକୁ । ହାତ ହଲେଇ ବଡ଼ପାଟିରେ କହିଲା ଏଲି, 'କାହ୍ନୁକୁ କହିଦେବ, ନାନୀ ଆଶୀର୍ବାଦ ଦେଉଚି, ସେ ଭଲ ମଣିଷ ହେଉ । ତମକୁ ବି ଆଶୀର୍ବାଦ, ଜସ୍ମିନ ପାର୍ଲର ଆଉରି ବହୁତ ବଡ଼ ହେଉ । ଭଲରେ ଥାଅ ରୁନା ।' ଆଉ ତା'ପରେ? କୁଆଡ଼େ ଗଲା ଏଲି? ପଢ଼ନ୍ତୁ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ରଙ୍କ ଚମତ୍କାର ଉପନ୍ୟାସ 'ଇଷ୍ଟରୂପ' ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ...

Release date
04/05/2022

Storyside IN