Cover

Prathama Prabas

ଗୌରହରି ଦାସ

Unabridged 9789354341847
6 hours 5 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଗୌରହରି ଦାସଙ୍କର ପ୍ରଥମ ପ୍ରଭାବଶାଳୀ ଭ୍ରମଣକାହାଣୀ ହେଉଛି 'ପ୍ରଥମ ପ୍ରବାସ', ଯାହା ଏକାଧିକ ସଂସ୍କରଣରେ ପ୍ରକାଶିତ ହେବା ସହ ପାଠକୀୟ ଆଦୃତି ହାସଲ କରିଚାଲିଛି! ନ୍ୟୁୟର୍କ, ନ୍ୟୁଜର୍ସି, ୱାଶିଂଟନ ଡିସି, ମ୍ୟାରିଲ୍ୟାଣ୍ଡ, ଟେନିସି, ଆଲବାମା ଓ ଆଟଲାଣ୍ଟା ଆଦି ସ୍ଥାନ ଭ୍ରମଣର ରୋଚକ ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ରଚିତ ଏହି ପୁସ୍ତକରେ ପ୍ରବାସୀ ଓଡ଼ିଆମାନଙ୍କର ସାମାଜିକ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ସହାବସ୍ଥାନର ବିବରଣୀ ମଧ୍ୟ ସ୍ଥାନ ପାଇଛି! ପ୍ରକାଶଭଙ୍ଗୀର ସ୍ୱଚ୍ଛତା, ଅକପଟ ବିଶ୍ୱସନୀୟତା ଏବଂ ପର୍ଯ୍ୟଟକର ଅନୁସନ୍ଧିଛା 'ପ୍ରଥମ ପ୍ରବାସ'ର ବିଶେଷତ୍ୱ!

Release date
11/17/2021

Storyside IN