Cover

Nabakalebar

ଡ. ବିବୁଧରଞ୍ଜନ

Unabridged 9789354345470
6 hours 1 minute
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ସୁଦୂର ବ୍ୟାପ୍ତିର ଅନ୍ୟ ନାମ ହିଁ ଜୀବନ । ସେଥିପାଇଁ ଏଠି ଜୀବନ ସତ୍ୟ, ମୃତ୍ୟୁ ମଧ୍ୟ ସତ୍ୟ । ମର୍ତ୍ତ୍ୟମଣ୍ଡଳରେ ଦେହ ଧାରଣ କଲେ ଦେବତା ମଧ୍ୟ ହୋଇଯାଏ ମୃତ୍ୟୁ କବଳିତ । କିନ୍ତୁ ଦାରୁବ୍ରହ୍ମଙ୍କର ଯେତେବେଳେ ହୁଏ ନବକଳେବର, ସେତେବେଳେ 'ମୃତ୍ୟୁ' ହୋଇଯାଏ ଅମୃତମୟ । ଶବ୍ଦର ଦରୋଟିରେ ବାଙ୍‍ମୟ ହୋଇଯାଏ ନିରବିତ । ପୃଥିବୀ ଉପରକୁ ଓହ୍ଳାଇ ଆସେ ସଚିତ୍ର ସକାଳଟିଏ- ନବକଳେବର । ଶୁଣନ୍ତୁ ଡ. ବିବୁଧରଞ୍ଜନଙ୍କ ରଚିତ ଶ୍ରୀଜଗନ୍ନାଥଙ୍କ ଅଲୌକିକ ପୁନର୍ଜନ୍ମର କଥା 'ନବକଳେବର' ଧୀରାଜ ଚୌଧୁରୀଙ୍କ କଣ୍ଠରେ ।

Release date
11/07/2021

Storyside IN