Cover

Nepathya Nayika

ପୁଷ୍ପାଞ୍ଜଳି କର

Unabridged 9789354344664
8 hours 9 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

କୁହ ମୋହନ ଦାସ, ତୁମେ କଣ ସତରେ ତୁମର ଲକ୍ଷ୍ୟ ସାଧନ କରି ପାରିଛ? ଜୀବନଯାକ ଯେଉଁ ସତ୍ୟ, ଅହିଂସା ଆଉ ସ୍ଵାର୍ଥପରତାର ଡିଣ୍ଡିମ ପିଟିଚାଲିଥିଲ ଆଉ ଯେଉଁ ବ୍ରତରେ ବ୍ରତୀ ହୋଇ ବିତେଇଦେଲ ତୁମର ସମଗ୍ର ଆୟୁଷ, ଯେଉଁ ସତ୍ୟର ପ୍ରୟୋଗ କରି ଚାଲିଥିଲ ମୃତ୍ୟୁ ପର୍ଯ୍ୟନ୍ତ, ସେଥିରେ କଣ ସଫଳ ହେଇଛ? ଏମିତି ଅନେକ ପ୍ରଶ୍ନ କସ୍ତୁରବା ପଚାରୁଛନ୍ତି ଗାନ୍ଧିଜୀଙ୍କୁ... କଣ ଉତ୍ତର ଦେଇଛନ୍ତି ଗାନ୍ଧିଜୀ? ନେପଥ୍ୟରେ ଥାଇ ଗାନ୍ଧିଙ୍କୁ ଗାନ୍ଧିଜୀରେ ପରିଣତ କରିଥିବା କସ୍ତୁରବା ଗାନ୍ଧୀଙ୍କ ଜୀବନକାହାଣୀ ଆଧାରିତ ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସ 'ନେପଥ୍ୟ ନାୟିକା'!

Release date
07/10/2021

Storyside IN