Cover

Upanibesha

ସରୋଜିନୀ ସାହୁ

Ungekürzt 9789354348747
3 Stunden 17 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!

Vom Herausgeber

ମେଧା ତେବେ କ'ଣ ଚାହେଁ? କ'ଣ ପାଇଁ ସେ ଆସିଥିଲା ଅନିରୁଦ୍ଧ ପାଖକୁ? କାହିଁକି ବର୍ଷବର୍ଷ ଧରି ତାଙ୍କ ଭିତରେ ଚିଠିପତ୍ରର ଆଦାନପ୍ରଦାନ? ସଙ୍ଗୀତ ପାଇଁ? ତାଙ୍କ ସଂପର୍କରେ କୌଣସିଠି ସଙ୍ଗୀତ ନାଇଁ । ତାଳ, ଲୟ, ଆରୋହ, ଅବରୋହର ଆଦୌ ସ୍ଥାନ ନାହିଁ ।... ଏମିତି ଏକ ଦ୍ୱନ୍ଦ୍ୱ ନେଇ ଗଢ଼ିଉଠିଥିବା ଉପନ୍ୟାସ 'ଉପନିବେଶ' ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କର ଅନ୍ୟତମ ସଫଳ ସୃଷ୍ଟି । ଆସନ୍ତୁ ଶୁଣିବା ବିଶିଷ୍ଟ ସଙ୍ଗୀତଜ୍ଞ ଶରତ ନାୟକଙ୍କ କଣ୍ଠରେ...

Veröffentlichungsdatum
09.11.21

Storyside IN